ବାଚସ୍ପତିଙ୍କ କକ୍ଷରେ ସୋନିଆ,ମୋଦୀ

ନୂଆଦିଲ୍ଲୀ : ଗତକାଲି ସଂସଦର ମୌସୁମୀ ଅଧିବେଶନ ୨ ଦିନ ଆଗରୁ ଶେଷ ହୋଇଛି। ଅଧିବେଶନ ଶେଷ ହେବାପରେ ବାଚସ୍ପତି ଓମ୍‌ ବିର୍ଲା ବିଭିନ୍ନ ଦଳର ନେତାମାନଙ୍କୁ ତାଙ୍କ କକ୍ଷରେ ଭେଟିଛନ୍ତି। ‌ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ମଧ୍ୟ ଆଜି ବାଚସ୍ପତିଙ୍କ କକ୍ଷରେ ଉପସ୍ଥିତ ଥିଲେ। ବୈଠକରେ ମୋଦୀ ଗୋଟିଏ ସୋଫାରେ ବସିଥିବାବେଳେ ସୋନିଆ ପାଖ ସୋଫାରେ ବସିଥିଲେ। ଗୃହ ମନ୍ତ୍ରୀ … Continue reading ବାଚସ୍ପତିଙ୍କ କକ୍ଷରେ ସୋନିଆ,ମୋଦୀ